କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଘଟଣାରେ ଡିଏନଏ ଟେଷ୍ଟ ହେବ

ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଘଟଣାରେ ଡିଏନଏ ଟେଷ୍ଟ ହେବ । ଏଥିପାଇଁ ନମୁନା ସଂଗ୍ରହ ହୋଇଛି । ଆଜି ମାଆ ଓ ଶିଶୁର ସାମ୍ପୁଲ ସଂଗ୍ରହ କରାଯାଇଛି । ସଂଗୃହୀତ ନମୁନାକୁ ଷ୍ଟେଟ ଫୋରେନସିକ୍ ସାଇନ୍ସ ଲାବ ବା SFSL ପଠାଯାଇଛି ।

ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଘଟଣାରେ ଡିଏନଏ ଟେଷ୍ଟ ହେବ । ଏଥିପାଇଁ ନମୁନା ସଂଗ୍ରହ ହୋଇଛି । ଆଜି ମାଆ ଓ ଶିଶୁର ସାମ୍ପୁଲ ସଂଗ୍ରହ କରାଯାଇଛି । ସଂଗୃହୀତ ନମୁନାକୁ ଷ୍ଟେଟ ଫୋରେନସିକ୍ ସାଇନ୍ସ ଲାବ ବା SFSL ପଠାଯାଇଛି । ପରେ ILSରେ ଡିଏନଏ ପରୀକ୍ଷା ହେବ ।

ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳବାର କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ସ୍ତ୍ରୀ କ୍ୟାପିଟାଲ ହସପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ ଦିଓଆଯାଇଥିଲା କନ୍ୟା ସନ୍ତାନ । ଅଭିଯୋଗ ପରେ ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.