ଚିଲିକାରେ ସି-ଏରୋଡ୍ରମ ପ୍ରସ୍ତାବକୁ ବିରୋଧ କରିଛନ୍ତି ମାନେକା ଗାନ୍ଧୀ

ଚିଲିକା (କେନ୍ଯୁଜ୍) : ଚିଲିକାରେ ସି-ଏରୋଡ୍ରମ ପ୍ରସ୍ତାବକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ । ସେ କହିଛନ୍ତି, ଚିଲିକା କେବଳ ଓଡ଼ିଶାର ନୁହେଁ । ଏହା ଜାତୀୟ ସଂପଦ । ବିଶ୍ୱର ସର୍ବୋତ୍କଷ୍ଟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ହ୍ରଦ ଚିଲିକା । ଏହା ଉପରେ ହସ୍ତକ୍ଷେପ ଅନୁଚିତ । କଟକ ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟର ଏକ ଜାତୀୟ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ମାନେକା ଗାନ୍ଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.