Below header

ହାତରେ ଲାଗିଲା ଚିନ୍ମୟୀଙ୍କ ଟିକଟକ୍‌ ଭିଡ଼ିଓ, ବାହାଘର ଦିନ ପ୍ରୋଜେକ୍ଟର ଲଗାଇ ବଦନାମ କରିବାକୁ ଦେଉଛନ୍ତି ଧମକ

ବାଲେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ବଡ଼ ଖୁଲାସା। ଭାଇରାଲ୍ ହେଉଛି ଚିନ୍ମୟୀ ମହାପାତ୍ରଙ୍କ ଟିକଟକ୍‌ ଭିଡ଼ିଓ । ଯାହାକୁ ଦେଖିଲେ ଜଣାପଡୁଛି, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ବଳିଷ୍ଠ ପ୍ରମାଣ ଥିବା ଦାବି କରିଛନ୍ତି ଚିନ୍ମୟୀ ।

ଏହାସହ ବାହାଘର ଦିନ ପ୍ରୋଜେକ୍ଟର ଲଗାଇ ବଦନାମ କରିବାକୁ ଚିନ୍ମୟୀ ଧମକ ଦେଇଥିବା ମଧ୍ଯ ଭିଡ଼ିଓରେ କହିଥିବା ଶୁଣିବାକୁ ମିଳୁଛି । ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଚିନ୍ମୟୀଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଥିଲେ ତାର ପ୍ରମାଣ ଏବେ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ ଆଦିତ୍ୟଙ୍କୁ ଧମକ ଦେଉଛନ୍ତି ଚିନ୍ମୟୀ । ବଦନାମ କରିଦେବି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.