ବ୍ୟବସାୟୀଙ୍କ ଘରେ ସିଟି ଜିଏସଟିର ଚଢ଼ାଉ, ଖାଇବା ତେଲ ଗୋଦାମରେ ତନାଘନା ଜୋରଦାର

କରଞ୍ଜିଆ (କେ ନ୍ୟୁଜ): କରଞ୍ଜିଆ ବ୍ୟବସାୟୀଙ୍କ ଘରେ ସିଟି ଜିଏସଟିର ଚଢ଼ାଉ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଓ କରଞ୍ଜିଆରେ ବଡ଼ ଧରଣର ରେଡ୍‌ । ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀଙ୍କ ଗୋଦାମ ସହ ଖାଇବା ତେଲ ଗୋଦାମରେ ସିଟି ଜିଏସଟି ରେଡ୍‌ କରିଛି । ରରୁଆଁର ୪ଟି ଓ କରଞ୍ଜିଆର ଦୁଇଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.