Browsing Tag

city’s GST raid

ଗୁଜରାଟ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ATS; ୧୫୦ରୁ ଅଧିକ ସ୍ଥାନରେ ଚଢଉ, ୬୫ ଗିରଫ

ଗୁଜରାଟ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍‌ । ନିର୍ବାଚନୀ ଉଷ୍ମତା ଭିତରେ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ ATS ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟର ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏସଟିଏସ ଚଢଉ କରିଛି । ଶୁକ୍ରବାର ବିଳମ୍ୱିତ ରାତିରୁ ଏହି ଚଢଉ ଆରମ୍ଭ ହୋଇଥିଲା । ଏହି…

ବ୍ୟବସାୟୀଙ୍କ ଘରେ ସିଟି ଜିଏସଟିର ଚଢ଼ାଉ, ଖାଇବା ତେଲ ଗୋଦାମରେ ତନାଘନା ଜୋରଦାର

କରଞ୍ଜିଆ (କେ ନ୍ୟୁଜ): କରଞ୍ଜିଆ ବ୍ୟବସାୟୀଙ୍କ ଘରେ ସିଟି ଜିଏସଟିର ଚଢ଼ାଉ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଓ କରଞ୍ଜିଆରେ ବଡ଼ ଧରଣର ରେଡ୍‌ । ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀଙ୍କ ଗୋଦାମ ସହ ଖାଇବା ତେଲ ଗୋଦାମରେ ସିଟି ଜିଏସଟି ରେଡ୍‌ କରିଛି । ରରୁଆଁର ୪ଟି ଓ କରଞ୍ଜିଆର…

ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ସିଟି GST ରେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଡଧରଣର ସିଟି GST ରେଡ୍‌। ତମାଖୁ ପ୍ରସ୍ତୁତକାରୀ ଓ ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ GST ଚଢାଉ ହୋଇଛି। ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜ୍ୟ ସିଟି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍‌ର ୩୦ଟି ଟିମ୍‌ ଏହି…

ଭାରତ ମୋଟର୍ସ ଉପରେ ୨୨ କୋଟି ୭୬ ଲକ୍ଷ ଟଙ୍କା ଏଣ୍ଟ୍ରି ଟ୍ୟାକ୍ସ ବାକି, ଚଢ଼ାଉ କଲା ସିଟି ଜିଏସଟି

ଭୁବନେଶ୍ବର(କେନ୍ୟୁଜ୍): ଭାରତ ମୋଟର୍ସର ଗାଡ଼ି ହୋଇପାରେ ନିଲାମ । ସୂଚନା ଦେଲେ ସିଟି ଜିଏସ୍‌ଟି କମିଶନର ଉମେଶ ଚନ୍ଦ୍ର ତ୍ରିପାଠୀ । ଭାରତ ମୋଟର୍ସ ଉପରେ ୨୨ କୋଟି ୭୬ ଲକ୍ଷ ଟଙ୍କା ଏବଂ ଶ୍ରୀ ଭାରତ ମୋଟର୍ସ ଉପରେ ୧୫ କୋଟି ୭୧ ଲକ୍ଷ ଟଙ୍କା ଏଣ୍ଟ୍ରି ଟ୍ୟାକ୍ସ ବାବଦରେ ବାକି ରହିଛି । ୨୦୦୮ରୁ…

ଟିକସ ଠକେଇ ନେଇ ଚଢାଉ: ରାଜ୍ୟର ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ବର(କେନ୍ଯୁଜ୍): ଟିକସ ଠକେଇ ନେଇ ରାଜ୍ୟର ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ରେ GST ଚଢାଉ । ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନର GST ରେଡ ଚାଲିଛି । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ…

ସୁନା ଦୋକାନୀ ଫାଙ୍କୁଛନ୍ତି ଜିଏସଟି, ୧୨ ଟି ସହରର ୧୮ଟି ସୁନାଦୋକାନରେ ରେଡ଼ କଲା ସିଟି ଜିଏସଟି ବିଭାଗ

କେନ୍ୟୁଜ୍(ବ୍ୟୁରୋ): ଜିଏସଟି ଠକେଇ ଅଭିଯୋଗରେ ଆଜି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ରେଡ଼୍ କରିଛି  ସିଟି ଓ ଜିଏସଟି ବିଭାଗ । ରାଜ୍ୟର ୧୨ ଟି ସହରର ୧୮ଟି ସୁନା ଗହଣା ଦୋକାନରେ ଆଜି ଏକକାଳୀନ ରେଡ କରିଛି ସିଟି ଜିଏସଟି ବିଭାଗ । ସୁନା ଦୋକାନୀମାନେ ବିନା ବିଲରେ ସୁନା କିଣାବିକା କରିବା…

ସୁନା ଦୋକାନରେ ସିଟି ଜିଏସଟି ବିଭାଗର ବଡ ଧରଣର ଚଢଉ

(କେନ୍ୟୁଜ): ସୁନା ଅଳଙ୍କାର ଦୋକାନରେ ସିଟି ଜିଏସଟି ବିଭାଗର ବଡ ଧରଣର ଚଢଉ । ୧୨ଟି ସହରରେ ଏକାବେଳେ ଚଢାଉ ହୋଇଛି। ୧୭ଟି ଜୁଏଲାରୀ ଦୋକାନରେ ଚାଲିଛି ଚଢଉ । ସୁନାର ଓଜନ ଓ ମାନ ପରୀକ୍ଷା କରାଯାଉଛି । ଜିଏସଟି ଫାଙ୍କି ହୋଇଛି କି ନାହିଁ, ତନାଘନା କରୁଛି ବିଭାଗ । ଟ୍ଵିନସିଟି ସହ ବ୍ରହ୍ମପୁର,…