ସୁନା ଦୋକାନରେ ସିଟି ଜିଏସଟି ବିଭାଗର ବଡ ଧରଣର ଚଢଉ

(କେନ୍ୟୁଜ): ସୁନା ଅଳଙ୍କାର ଦୋକାନରେ ସିଟି ଜିଏସଟି ବିଭାଗର ବଡ ଧରଣର ଚଢଉ । ୧୨ଟି ସହରରେ ଏକାବେଳେ ଚଢାଉ ହୋଇଛି। ୧୭ଟି ଜୁଏଲାରୀ ଦୋକାନରେ ଚାଲିଛି ଚଢଉ । ସୁନାର ଓଜନ ଓ ମାନ ପରୀକ୍ଷା କରାଯାଉଛି । ଜିଏସଟି ଫାଙ୍କି ହୋଇଛି କି ନାହିଁ, ତନାଘନା କରୁଛି ବିଭାଗ । ଟ୍ଵିନସିଟି ସହ ବ୍ରହ୍ମପୁର, ସମ୍ବଲପୁର, ବରଗଡ ଭଳି ସହରରେ ଚଢଉ ଚାଲିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.