ଭୁବନେଶ୍ବର: ଏମ୍‌ସ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର(କେନ୍ୟୁଜ୍) : ଏମ୍‌ସରେ ସଫେଇ କର୍ମଚାରୀଙ୍କ ଆତ୍ମହତ୍ୟା। ହସ୍ପିଟାଲର ଏକ ଘରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଯାଁଳା ହରିଜନ ସାହିର କରୁଣା ନାୟକ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏହି ଘଟଣାକୁ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.