Below header

ଭୁବନେଶ୍ବରରେ ଭିଣ୍ଟେଜ କାର୍ ମେଳା, ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ଭିଣ୍ଟେଜ କାର୍ ମେଳା । ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୨ ଦିନ ଯାଏ ଚାଲିବ କାର୍ଯ୍ୟକ୍ରମ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରେ ଭିଣ୍ଟେଜ କାର୍ ମେଳା । ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୨ ଦିନ ଯାଏ ଚାଲିବ କାର୍ଯ୍ୟକ୍ରମ । ଭାରତବର୍ଷରୁ ସୁରକ୍ଷିତ ଭାବରେ ପୁନଃରୁଦ୍ଧାର ହୋଇଥିବା ୫୦ରୁ ଉର୍ଦ୍ଧ କାରକୁ ପ୍ରଦର୍ଶିତ କରାଯାଇଛି। ଏହା ମଧ୍ୟରେ ବେଞ୍ଜ, ଫୋର୍ଡ, ଫୋକ୍ସ ୱାଗନ, ରୋଲ୍ସ ରଏସ, ଜାଗୁଆର, ଏମ କେ ଭଳି ଅନେକ କାରକୁ ସ୍ଥାନ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.