ଓଡିଶା ସରକାରଙ୍କ Covid-19 ପୋର୍ଟାଲରେ ଗୀତା ମେହେଟାଙ୍କ ନାମ ରେଜିଷ୍ଟର, କିଛି ଦିନ ତଳେ ବିଦେଶରୁ ଫେରିଥିଲେ ନବୀନଙ୍କ ଭଉଣୀ ଗୀତା

କେନ୍ୟୁଜ୍(ବ୍ୟୁରୋ):  ଗୀତା ମେହେଟାଙ୍କ ନାମ ରେଜିଷ୍ଟର । ଗୀତା ମେହେଟାଙ୍କ ନାମ ରେଜିଷ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ବିଦେଶରୁ ଫେରିଛନ୍ତି ଭଉଣୀ ଗୀତା ମେହେଟା । କରୋନା ନେଇ ମୁଖ୍ୟମନ୍ତ୍ରୀ ଗୀତା ମେହେଟାଙ୍କ ନାମ ରେଜିଷ୍ଟର କରିଛନ୍ତି । ଏହାସହ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ବିଦେଶରୁ ଫେରିଥିବା ବ୍ୟକ୍ତି ତୁରନ୍ତ ନାଁ ରେଜିଷ୍ଟର କରନ୍ତୁ । ଗତକାଲି ଗଜପତି ମହାରାଜ ଓ ତାଙ୍କ ପରିବାର, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପରିବାର, ଆଇଏଏସ୍‌ ଭିନିଲ କ୍ରିଷ୍ଣା ନାଁ ରେଜିଷ୍ଟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.