ଭାରତୀୟ ହକି ଟିମ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
![cm](https://knewsodisha.com/wp-content/uploads/2021/08/3.jpg)
କେନ୍ଯୁଜ୍: ଭାରତୀୟ ହକି ଟିମ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଟୁଇଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜୟୀ ପୁରୁଷ ହକି ଦଳକୁ ଶୁଭେଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଏକ ଐତିହାସିକ ଦିନ । ସବୁ ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିନ । ଭାରତୀୟ ପୁରୁଷ ହକି ଟିମ୍ ପାଇଁ ଦେଶ ଗର୍ବିତ ।
ଭାରତୀୟ ପୁରୁଷ ହକି ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଦଳକୁ ବ୍ରିଲିଆଣ୍ଟ ଇନ୍ ବ୍ଲୁ କହିଛନ୍ତି ମୁଖ୍ୟମନ୍ତ୍ରୀ। । ଐତିହାସିକ ବିଜୟ ଆଗାମୀ ପିଢୀ ପାଇଁ ପ୍ରେରଣା ହେବ ବୋଲି ନବୀନ କହିଛନ୍ତି।