Browsing Tag

team india win

ସଂଘର୍ଷ କରି ଶେଷ ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ, ରାହୁଲ ହିରୋ

କୋଲକାତା : ଇଡେନ୍‌ ଗାର୍ଡନ୍ସରେ ଦମ୍ଭର ସହ ଠିଆ ହେଲେ କେଏଲ୍‌ ରାହୁଲ । ଆଉ ଭୁଶୁଡ଼ି ପଡିଥିବା ଭାରତୀୟ ବ୍ୟାଟିଂ ଦୁର୍ଗକୁ ସଜାଡ଼ି ଶେଷ ଭାଗ ବ୍ୟାଟରଙ୍କ ସହଯୋଗରେ ଟିମ୍‌ ଇଣ୍ଡିଆକୁ ଜିତାଇ ଦେଇଛନ୍ତି । ତୃତୀୟ ଦିନିକିଆକୁ ଭାରତ ୪ ଓ୍ଵିକେଟ୍‌ରେ ଜିତି ନେଇଛି । ମ୍ୟାଚ୍‌ର ହିରୋ କେଏଲ୍‌ ରାହୁଲ…

ବିଶାଳ ବିଜୟ : ତୃତୀୟ ଦିନିକିଆରେ ବାଂଲାଦେଶକୁ ବଡ଼ ବ୍ୟବଧାନରେ ହରାଇଲା ଭାରତ

ଢାକା : ଭାରତର ବିଶାଳ ସ୍କୋର ଆଗରେ ଭୁଶଡ଼ି ପଡ଼ିଲା ବାଂଲାଦେଶ ଦଳ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ ବିଜୟୀ ହୋଇଥିବା ଘରୋଇ ବାଂଲାଦେଶକୁ ଆଜି ଟିମ୍‌ ଇଣ୍ଡିଆ ରନ୍‌ରେ ହରାଇ ପ୍ରତିଶୋଧ ନେଇଛି । ଏହା ସହ ବାଂଲାଦେଶ ଦିନିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଛି । ତେବେ ତୃତୀୟ ତଥା ଶେଷ…

ରାଞ୍ଚିରେ ପ୍ରତିଶୋଧ ନେଲା ଭାରତ, ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ରାଞ୍ଚି : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ବିଜୟୀ ହୋଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । ଏହା ଫଳରେ ସିରିଜ୍‌ ଏବେ ୧-୧ ସ୍ଥିତିରେ ରହିଛି । ଶ୍ରେୟଶ ଆୟର ଶତକ ହାସଲ କରିଥିବା ବେଳେ ଇସାନ କିସାନ ମାତ୍ର ୭ ରନ୍‌ ପାଇଁ ଶତକରୁ ବଞ୍ଚିତ…

ରୋମାଞ୍ଚକର ବିଜୟରୁ ଅଭିଯାନ ଆରମ୍ଭ: ତିନି ରନରେ ୱେଷ୍ଟଇଣ୍ଡିଜଠାରୁ ଜିତିଲା ଭାରତ

ଭାରତର ରୋମାଞ୍ଚକର ବିଜୟ । ରୋମାଞ୍ଚକର ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ତିନି ରନରେ ଜିତିଲା ଭାରତ । ଶିଖର ଧାଓ୍ଵନ, ଶୁବମନ ଗିଲ, ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୩୦୮ ରନ କରିଥିଲା । ୱେଷ୍ଟଇଣ୍ଡିଜ୍‌ ୩୦୫ ରନ କରିପାରିଥିଲା । ଶେଷ ଓଭରରେ ୧୫ ରନର…

ଟି-୨୦ ବିଶ୍ୱକପ୍‌, ଅଷ୍ଟ୍ରେଲିଆକୁ ୯ ଓ୍ଵିକେଟ୍‌ରେ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ଦୁବାଇ : ଟି-୨୦ ବିଶ୍ୱ କପ୍‌ ଅଭ୍ୟାସ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆକୁ ୯ ଓ୍ଵିକେଟ୍‌ରେ ହରାଇ ଦେଇଛି । ଟିମ୍‌ ଇଣ୍ଡିଆ ୧୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ୧୭.୫ ଓଭର୍‌ରେ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ଓ୍ଵିକେଟ୍‌ରେ ୧୫୨ ରନ୍‌…

ଖେଳାଳି ଓ ଫ୍ୟାନଙ୍କ ମୁଁହରେ ହସ, ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ ଦେଲା ଭାରତ

ଲଣ୍ଡନ : ପ୍ରଥମେ ବିଜୟ ତାପରେ ପରାଜୟ ଆଉ ଏବେ ପୁଣି ବିଜୟ । ଇଏ ହେଉଛି ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତର କାହାଣୀ । ତେବେ ଆଜିର ଏହି ବିଜୟ ବଳରେ ଭାରତୀୟ ଦଳ ଜଣାଇ ଦେଇଛି ଯେ ଫ୍ୟାନମାନେ ଆମ ଉପରେ ଭରସା କରି ଶିଖନ୍ତୁ । ପରାଜୟ ବେଳେ ଅଯଥା ସମାଲୋଚନା କରି ଆମ ମନୋବଳ ନଭାଙ୍ଗନ୍ତୁ । ଆଜି ଚତୁର୍ଥ…

ଭାରତୀୟ ହକି ଟିମ୍‌କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଯୁଜ୍: ଭାରତୀୟ ହକି ଟିମ୍‌କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଟୁଇଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜୟୀ ପୁରୁଷ ହକି ଦଳକୁ ଶୁଭେଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଏକ ଐତିହାସିକ ଦିନ । ସବୁ ଭାରତୀୟଙ୍କ ପାଇଁ ସ୍ମରଣୀୟ ଦିନ । ଭାରତୀୟ…