ଭାରତଠାରୁ ୬ ୱିକେଟରେ ହାରିଲା ପାକିସ୍ତାନ, ଫାଇନାଲ ପାଇଁ କର ବା ମର ସ୍ଥିତିରେ ରହିଛି ଦଳ
ପୁଣି ଧୂଳି ଚାଟିଲା ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଏସିଆ କପ ସୁପର ୪ର ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ହରାଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଅଭିଷେକ ବର୍ମାଙ୍କ ଧୁଆଁଧାର ଅର୍ଦ୍ଧଶତକ ଓ ଶୁବମନ ଗିଲଙ୍କ ଦମଦାର…