ଆଜି ସନ୍ଧ୍ୟାରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ପ୍ରସ୍ତୁତି ନେଇ ହେବ ଆଲୋଚନା

ଆଜି ସନ୍ଧ୍ୟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବରିଷ୍ଠ ନେତାଙ୍କୁ ଡକା ଯାଇଛି। ଆଗାମୀ ନିର୍ବାଚନ ନେଇ ପ୍ରସ୍ତୁତି,ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ସଭା ନେଇ ଆଜିର ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି ।

ଏପରେ ଶଙ୍ଖ ଭବନରେ ସଂଗଠନ ସମ୍ପାଦକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ବିଧାୟକମାନେ ସଙ୍ଗଠନ ନେଇ ଆଲୋଚନା କରୁଛନ୍ତି। ବିଧାୟକ ସମୀର ଦାସ କହିଛନ୍ତି,ସଙ୍ଗଠନ ମଜଭୁତ ନେଇ ଆମେ ଆଲୋଚନା କରୁଛୁ। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯାଆନ୍ତି। ତା ପୂର୍ଵରୁ ମୁଖ୍ୟମନ୍ତ୍ରୀ ଗସ୍ତ ହେବ କି ନାହିଁ ତାହା କାର୍ଯ୍ୟକ୍ରମ ଆସିନାହିଁ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.