Below header

ଆଜି ନବରଙ୍ଗପୁରରେ ଭର୍ଚୁଆଲରେ BSKY ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ନବରଙ୍ଗପୁରରେ BSKY ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ହେବ ଶୁଭାରମ୍ଭ । ସନ୍ଧ୍ୟାରେ ଜିଲ୍ଲାବାସୀଙ୍କୁ ଭର୍ଚୁଆଲରେ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ନବରଙ୍ଗପୁର ସହରର RCD ପଡ଼ିଆରେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି ଜିଲ୍ଲାପାଳ ।

ଜିଲାର ୧୦ଟି ବ୍ଲକ ଓ ୨ଟି ମ୍ୟୁନିସିପାଲଟିର ୩ ଲକ୍ଷ ୧୮ ହଜର ୪୭୬ ଜଣ ହିତାଧକାରୀ ସ୍ୱାସ୍ଥ୍ୟବୀମାରେ ସାମିଲ ହୋଇଛନ୍ତି । ଏହାସହ ଜିଲ୍ଲାର ବିଭିନ୍ନ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.