Below header

ରାଜ୍ୟରେ ତଳମୁହାଁ ହେଉଛି ପାରଦ: ବର୍ଷା ପରେ ପରେ ଶୀତରେ ଥରୁଛନ୍ତି ଲୋକେ

ବର୍ଷା ପରେ ପରେ ଶୀତରେ ଥରୁଛନ୍ତି ଲୋକେ । ରାଜ୍ୟରେ ତଳମୁହାଁ ହେଉଛି ପାରଦ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ କିଛି ଦିନ ପୂର୍ବରୁ ଶୀତର ପରିମାଣ କମ ଥିଲା । କିନ୍ତୁ ଦୁଇ ଦିନ ଲଗାଣ ବର୍ଷା ପରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ ।

ବଣାଇ (କେନ୍ୟୁଜ): ବର୍ଷା ପରେ ପରେ ଶୀତରେ ଥରୁଛନ୍ତି ଲୋକେ । ରାଜ୍ୟରେ ତଳମୁହାଁ ହେଉଛି ପାରଦ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ କିଛି ଦିନ ପୂର୍ବରୁ ଶୀତର ପରିମାଣ କମ ଥିଲା । କିନ୍ତୁ ଦୁଇ ଦିନ ଲଗାଣ ବର୍ଷା ପରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ଚା’ ଦୋକାନରେ ବି ଭିଡ଼ ଦେଖିବାକୁ ମିଳିଛି । ତେବେ ଏନେଇ ବଣାଇରୁ ଅଧିକ ସୂଚନା ଦେଉଛନ୍ତି ବଣାଇ ରିପୋର୍ଟର ସତ୍ୟନାରାୟଣ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.