ଶୀତରେ ଥରୁଛି ସାରା ଓଡ଼ିଶା, ଆସନ୍ତାକାଲି ଯାଏ ଲାଗି ରହିବ ଶୀତ ଲହରୀ

ଶୀତରେ ଥରୁଛି ସାରା ଓଡ଼ିଶା । ଆସନ୍ତାକାଲି ଯାଏ ଲାଗି ରହିବ ଶୀତ ଲହରୀ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହୁଥିବାରୁ ପାରଦ ଖସୁଛି।

ଶୀତରେ ଥରୁଛି ସାରା ଓଡ଼ିଶା । ଆସନ୍ତାକାଲି ଯାଏ ଲାଗି ରହିବ ଶୀତ ଲହରୀ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହୁଥିବାରୁ ପାରଦ ଖସୁଛି। କିଛି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି ହୋଇଛି । ୩ ଦିନ ପରେ ରାଜ୍ୟରେ ବାୟୁ ଚଳାଚଳରେ ଧୀରେ ଧୀରେ ପରିବର୍ତ୍ତନ ଘଟିବ। ରାତି ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ। ତେବେ ମାସ ଶେଷକୁ ବର୍ଷା ସମ୍ଭାବନା ରହିଛି। ଜାନୁଆରୀ ୩୧ ତାରିଖରୁ ତିନି ଦିନ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ। ଏନେଇ ଆକଳନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

You might also like