ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଦାବି କଲା କଂଗ୍ରେସ୍

ଗୋପାଳପୁର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଦାବି କରିଛି କଂଗ୍ରେସ । ଟାଟା କମ୍ପାନୀରେ ନିଯୁକ୍ତି କରାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି ।

ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଅର୍ଥ ଠକି ନେଇଥିବା ଅଭିଯୋଗର ତଦନ୍ତ ଦାବି କରିଛି କଂଗ୍ରେସ । ଗୋପାଳପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଧର୍ମରାଜ ରେଡୀ ଦଳ ପକ୍ଷରୁ ଗୋପାଳପୁର ଥାନା ଅଧିକାରୀ ପରେ ଏସପିଙ୍କୁ ଙ୍କୁ ସ୍ମାରକପତ୍ର ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.