ଆଜି ସମବାୟ ନିର୍ବାଚନ: ୩,୨୫୨ ପ୍ରାଥମିକ ସମିତିରୁ ୨,୫୨୧ଟିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ସମ୍ବେଦନଶୀଳ ବୁଥରେ ସିସିଟିଭି ବ୍ୟବସ୍ଥା

ଭୁବନେଶ୍ବର(କେନ୍ୟୁଜ): ଆଜି ରାଜ୍ୟର ୩ ହଜାର ୨୫୨ଟି ସମବାୟ ସମିତିରେ ପ୍ରଥମ ନିର୍ବାଚନ ହେବାକୁ ଥିବା ବେଳେ ଏଥିରୁ ୨ ହଜାର ୫୨୧ଟି ସମିତରେ ସଦସ୍ୟ ବିନା ପ୍ରତିନ୍ଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ବାକି ୭୩୧ଟି ସମବାୟ ସମିତି ପାଇଁ ଆଜି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବା ।

୨୪୪ଟି ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ବରଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସେବା ସମବାୟ ସମିତି ପାଇଁ ମତଦାନ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.