Browsing Tag

cooperative elections

ଆଜି ସମବାୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ, ସମ୍ବେଦନଶୀଳ ବୁଥରେ ଶସସ୍ତ୍ର ପୋଲିସ୍ ମୁତୟନ

ଭୁବନେଶ୍ୱର(କେନ୍ୟୁଜ): ଆଜି ସମବାୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୩ ହଜାର ୧୨ ପ୍ରାଥମିକ ସମବାୟ ସମିତିରୁ ୨୩୬୯ ସମବାୟ ସମିତିରେ ନିର୍ବାଚନ ହେବ ନାହିଁ । ସେଠି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାକି…

ଆଜି ସମବାୟ ନିର୍ବାଚନ: ୩,୨୫୨ ପ୍ରାଥମିକ ସମିତିରୁ ୨,୫୨୧ଟିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ସମ୍ବେଦନଶୀଳ ବୁଥରେ…

ଭୁବନେଶ୍ବର(କେନ୍ୟୁଜ): ଆଜି ରାଜ୍ୟର ୩ ହଜାର ୨୫୨ଟି ସମବାୟ ସମିତିରେ ପ୍ରଥମ ନିର୍ବାଚନ ହେବାକୁ ଥିବା ବେଳେ ଏଥିରୁ ୨ ହଜାର ୫୨୧ଟି ସମିତରେ ସଦସ୍ୟ ବିନା ପ୍ରତିନ୍ଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ବାକି ୭୩୧ଟି ସମବାୟ ସମିତି ପାଇଁ ଆଜି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ…

ସମବାୟ ନିର୍ବାଚନ ପ୍ରସ୍ତୁତି : ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା, ୭ ଜଣିଆ କମିଟି ଗଠିତ

(କେନ୍ୟୁଜ): ସମବାୟ ନିର୍ବାଚନ ନେଇ ବିଜେଡ଼ିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ୭ ଜଣିଆ କମିଟି ଗଠନ କଲା ବିଜେଡି । କମିଟିରେ ଆବାହକ ପ୍ରତାପ ଦେବ ରହିଥିବା ବେଳେ…

ଜୁନ ୧୯ ଓ ୨୬ରେ ହେବ ସମବାୟ ସମିତି ନିର୍ବାଚନ, ରହିବ ନାହିଁ ଦଳୀୟ ଚିହ୍ନ: ସୂଚନା ଦେଲେ ରାଜ୍ୟ ସମବାୟ ନିର୍ବାଚନ…

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ଜୁନ୍‌ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ଏଥିରୁ ୧୫ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ ୧୩୨ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ। ସେଥିରୁ ୧୫ଜଣ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ ।…

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ସମସ୍ତ ସମବାୟ ସମିତି ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କୋଅପ୍‌ରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ ।…