ଲକ୍‌ଡାଉନ୍‌ ସମୟରେ ଚାଲିଛି ଗୋ ତସ୍କରୀ: ସୋର ଆଶ୍ରମ ଛକ ନିକଟରୁ ଗାଇକୁ ଟେକି ନେଉଥିବାର ଦୃଶ୍ୟ କଏଦ

ସୋର: ଲକ୍‌ଡାଉନ୍‌ ସମୟରେ ଚାଲିଛି ଗୋ ତସ୍କରୀ । ସହରରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବେପାରୀ ବୁଲା ଗାଇ, ଗୋରୁ ଏବଂ ଷଣ୍ଡ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେଉଛି। ଆପଣ ଦେଖୁଥିବା ଭିଡିଓ ହେଉଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଆଶ୍ରମ ଛକ ନିକଟର ।

ଏ ହେଉଛି ଗତକାଲି ବିଳମ୍ବିତ ରାତିର ଦୃଶ୍ୟ । ଦେଖନ୍ତୁ କିପରି ଏକ ଗାଇକୁ ଟେକି ନେଉଛି ବେପାରୀ । ତେବେ ସ୍ଥାନୀୟ ଲୋକ ସେମାନଙ୍କୁ ଅଟକାଇବା ବେଳେ ଚୋରମାନେ ଖସିଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.