Below header

କଟକରେ କ୍ରିକେଟ ଫିଭର, ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ବିରାଟ କୋହଲି, ଧୋନୀ, ଶିଖର ଧାଓ୍ଵନଙ୍କ ଭଳି ହେୟାର ଷ୍ଟାଇଲ କରୁଛନ୍ତି କ୍ରୀଡ଼ା ପ୍ରେମୀ

କଟକ(କେନ୍ୟୁଜ୍): ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତା ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ପାଇଁ କଟକରେ ଏବେ କ୍ରିକେଟ ଫିଭର ଦେଖିବାକୁ ମିଳୁଛି । ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତେ ତତ୍ପର । ବିରାଟ କୋହଲି, ଧୋନୀ, ଶିଖର ଧାଓ୍ଵନଙ୍କ ଭଳି ହେୟାର ଷ୍ଟାଇଲ କରୁଛନ୍ତି କ୍ରୀଡ଼ା ପ୍ରେମୀ । ଏନେଇ କଟକର ସେଲୁନ ଗୁଡିକୁ ମଧ୍ୟ ବେଶ୍‌ ଆକର୍ଷଣୀୟ ଭାବେ ସଜାଯାଇଛି । ଚୁଟି ଓ ଦାଢି କାଟିବା ପାଇଁ ଶହେ ଟଙ୍କାରୁ ୩ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.