ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଚିନ୍ମୟୀଙ୍କୁ ୩ ଘଣ୍ଟା ଧରି ଜେରା କଲା କ୍ରାଇମବ୍ରାଞ୍ଚ, ଜେରା ବେଳେ ପଚାରୁଥିଲା ଏହିସବୁ ପ୍ରଶ୍ନ

ଭୁବନେଶ୍ଵର(କେନ୍ୟୁଜ ବ୍ୟୁରୋ) : ଆଦିତ୍ୟ ଦାସ ମୃତ୍ୟୁ ମାମଲା। ଆଦିତ୍ୟ ଙ୍କ ପୂର୍ବତନ ବାନ୍ଧବୀ ଚିନ୍ମୟୀ ମହାପାତ୍ର ଙ୍କୁ କ୍ରାଇମ ବ୍ରାଞ୍ଚ ର ଜେରା। ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପୂର୍ବତନ ବାନ୍ଧବୀ ଚିନ୍ମୟୀ ମହାପାତ୍ରଙ୍କ କ୍ରାଇମବ୍ରାଞ୍ଚର ବୟାନ ରେକର୍ଡ । ୩ ଘଣ୍ଟା ଧରି ଚିନ୍ମୟୀଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା । ଆଦିତ୍ୟଙ୍କୁ ଚିନ୍ମୟୀ କିପରି ଜାଣିଲେ ? ଆଦିତ୍ୟଙ୍କୁ ସେ ବ୍ଲାକମେଲ କରୁଥିଲେ ? ବିଦ୍ୟାଶ୍ରୀଙ୍କୁ ଫୋନରେ ଧମକ ଦେଇଥିଲେ କି ? ଚିନ୍ମୟୀଙ୍କୁ ଏଭଳି ଅନେକ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ଏପରିକି ବ୍ରେକ୍‌ଅପ ପଛର କାହାଣୀ ମଧ୍ୟ ପଚାରିଥିଲା କ୍ରାଇମବ୍ରାଞ୍ଚ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.