ସାବଧାନ ନଦୀରେ ବୁଲୁଛି  କୁମ୍ଭୀର, କେହିବି ନଦୀକୁ  ଯାଆନ୍ତୁ  ନାହିଁ: କଟକ ଗୋବିନ୍ଦପୁରରେ ଆତଙ୍କ

କଟକ(କେନ୍ୟୁଜ୍):  ସାବଧାନ ନଦୀରେ ବୁଲୁଛି  କୁମ୍ଭୀର, କେହିବି ନଦୀକୁ  ଯାଆନ୍ତୁ  ନାହିଁ । ଏଭଳି କିଛି  ନିବେଦନ ପଞ୍ଚାୟତ ତରଫରୁ କରାଯାଉଥିବାର ଦେଖିବାକୁ ମିଳିଛି କଟକ ଜିଲ୍ଲା ଗୋବିନ୍ଦପୁରରେ।

ଏହି ଗାଁ  ନିକଟରେ ଥିବା ଦେବୀ ନଦୀରେ କୁମ୍ଭୀର  ଥିବା ଜଣାଯିବା ପରେ ଗାଁରେ  ଆତଙ୍କ ଖେଳିଯାଇଛି। ତେଣୁ  ନଦୀକୁ କେହି ନ ଯିବା ପାଇଁ ଗୋବିନ୍ଦପୁର ପଞ୍ଚାୟତ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣ ମାନଙ୍କୁ ସଚେତନତା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.