ନୂଆ ବର୍ଷ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟିବାରେ ଲାଗିଛି ପଯ୍ୟର୍ଟକଙ୍କ ସୁଅ, ମହାପ୍ରଭୁଙ୍କ ଦର୍ଶନ ସହ ମଜା ନେଉଛନ୍ତି ବେଳାଭୂମିର

ପୁରୀ: ନୂଆ ବର୍ଷ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ପଯ୍ୟର୍ଟକଙ୍କ ସୁଅ ଛୁଟିବାରେ ଲାଗିଛି । ରାଜ୍ୟ ତଥା ରାଜ୍ୟ ବାହରୁ ବହୁ ପଯ୍ୟର୍ଟକ ଏବେ ପୁରୀକୁ ଆସୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସହ ବୁଲାବୁଲି କରି ଦିନ କଟେଇବେ ପଯ୍ୟର୍ଟକମାନେ । ଏବେଠୁ କିଛି ପଯ୍ୟର୍ଟକ ବେଳାଭୂମି ବୁଲାବୁଲି କରିବା ସହ ସହର ଭ୍ରମଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.