କରୋନା ମୁକାବିଲା : ୧ ଲକ୍ଷ ୩୪ ହଜାର ୫୪୭ ଟଙ୍କା ସହ ଦୁଇ ହଜାର ମାସ୍କ ପ୍ରଦାନ କଲେ କଟକ ଜିଲ୍ଲା ଦୌରା ଜଜ କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ

କଟକ : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୩୪ ହଜାର ୫୪୭ ଟଙ୍କା ପ୍ରଦାନ କଲେ କଟକ ଜିଲ୍ଲା ଦୌରା ଜଜଙ୍କ କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ । ଜିଲ୍ଲା ଜଜ କୋର୍ଟ କର୍ମଚାରୀ ବି ୯୮ ହଜାର ଟଙ୍କା ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହାସହ ସେମାନେ ଦୁଇ ହଜାର ମାସ୍କ ମଧ୍ୟ ବିଭିନ୍ନ ଅଞ୍ଚଳରେ ବଣ୍ଟନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.