କଟକରେ ବର୍ଷାଜଳ ନିଷ୍କାସନ କରିବା ପାଇଁ ପଦକ୍ଷେପ, ପ୍ରଶାସନ ପକ୍ଷରୁ ବିଦ୍ୟାଧରପୁରରେ ଥିବା ଜାଇକାର ଜିରୋ ପଏଣ୍ଟକୁ ଖୋଲାଯାଇଛି

କଟକ(କେନ୍ୟୁଜ୍) : କଟକ ସହରର ବର୍ଷାଜଳ ନିଷ୍କାସନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ପଦକ୍ଷେପ । ବିଦ୍ୟାଧରପୁରରେ ଥିବା ଜାଇକାର ଜିରୋ ପଏଣ୍ଟକୁ ପ୍ରଶାସନ ପକ୍ଷରୁ ଖୋଲାଯାଇଛି। ଏହି ଡ୍ରେନ୍‌ ଦେଇ ପାଣି ତାଳଦଣ୍ଡା କେନାଲରେ ପହଞ୍ଚିବ । ସେପଟେ ତାଳଦଣ୍ଡା କେନାଲର ମୁଖ୍ୟ ଫାଯକକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଫଳରେ କେନାଲରେ ପାଣି ଶୂନ୍ୟ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.