Below header

ବନମାଳୀପୁୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି: ରାତିରେ ବାହାରେ ବୁଲୁଥିବାରୁ ଯୁବକଙ୍କ ଉପରେ ରାଗିଗଲେ ବାବୁ, ମୁଣ୍ଡରେ ସର୍ଭିସ୍‌ ରିଭରଭର ଲଗାଇ ଉଡାଇ ଦେବାକୁ ଦେଲେ ଧମକ 

ନିଆଳି: ବାଲିପାଟଣା ବନମାଳୀପୁୁର ଫାଣ୍ଡି ଅଧିକାରୀଙ୍କ ଦବଙ୍ଗଗିରି । ରାତିରେ ଯୁବକ ବାହାରେ ବୁଲୁଥିବାରୁ ପଞ୍ଚମକୁ ଚଢିଗଲା ରାଗ । ମୁଣ୍ଡରେ ସର୍ଭିସ୍‌ ରିଭରଭର ଲଗାଇ ଉଡାଇ ଦେବାକୁ ଧମକ ଦେଲେ । ଏହା ସହ ଅଶ୍ଳୀଳ ଭାଷାରେ ଧମକ ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ରାତିରେ ଯୁବକ ନିଜ ଗାଁରେ ବାହାରେ ବଲୁଥିଲେ । ଫାଣ୍ଡିବାବୁ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକ ଓ ଅନ୍ୟ ଜଣେ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.