ଚାଞ୍ଚଲ୍ୟ! ୨ ଦିନ ହେଲା ଗାଁ ଦାଣ୍ଡରେ ପଡି ରହିଛି ମୃତଦେହ

ଗାଁରେ ଚାଞ୍ଚଲ୍ୟ। ୨ ଦିନ ହେଲା ଗାଁ ଦାଣ୍ଡରେ ପଡି ରହିଛି ମୃତଦେହ । ମାଲକାନଗିରି ବାପନପଲ୍ଲୀ ଗାଁର ଘଟଣା । ଦୁଇ ଦିନ ତଳେ ବ୍ୟକ୍ତି ଜଣକୁ ଗାଁକୁ ଆସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଗତକାଲି ହଠାତ୍ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

କାଲିମେଳା(କେନ୍ୟୁଜ): ଗାଁରେ ଚାଞ୍ଚଲ୍ୟ। ୨ ଦିନ ହେଲା ଗାଁ ଦାଣ୍ଡରେ ପଡି ରହିଛି ମୃତଦେହ । ମାଲକାନଗିରି ବାପନପଲ୍ଲୀ ଗାଁର ଘଟଣା । ଦୁଇ ଦିନ ତଳେ ବ୍ୟକ୍ତି ଜଣକୁ ଗାଁକୁ ଆସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଗତକାଲି ହଠାତ୍ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣା ନେଇ ସ୍ଥାନୀୟ ଲୋକେ କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି । ମୃତକ ଜଣକ ଛତିଶଗଡ଼ର ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.