Below header

ଜଟଣୀ ସିତରାମ ଛକ ସ୍ଥିତ ଗେଷ୍ଟହାଉସରେ ଯୁବତୀଙ୍କ ଆତ୍ମହତ୍ୟା

ଜଟଣୀ ସିତରାମ ଛକ ସ୍ଥିତ କାହ୍ନ ଗେଷ୍ଟହାଉସରେ ଯୁବତୀଙ୍କ ଆତ୍ମହତ୍ୟା । ଦଉଡି ଲଗାଇ ଗେଷ୍ଟହାଉସରେ ଆତ୍ମହତ୍ୟା କରିଛନ୍ତି ଯୁବତୀ । ପୁରୁଷ ବନ୍ଧୁଙ୍କ ସହିତ ଆସିଥିଲେ ଯୁବତୀ ।

ଖୋର୍ଦ୍ଧା(କେନ୍ୟୁଜ୍‌) : ଜଟଣୀ ସିତରାମ ଛକ ସ୍ଥିତ କାହ୍ନ ଗେଷ୍ଟହାଉସରେ ଯୁବତୀଙ୍କ ଆତ୍ମହତ୍ୟା । ଦଉଡି ଲଗାଇ ଗେଷ୍ଟହାଉସରେ ଆତ୍ମହତ୍ୟା କରିଛନ୍ତି ଯୁବତୀ । ପୁରୁଷ ବନ୍ଧୁଙ୍କ ସହିତ ଆସିଥିଲେ ଯୁବତୀ । କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରୁ ପୁରୁଷ ବନ୍ଧୁ ଫେରାର ହୋଇଯାଇଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ଜଣକ ରଶ୍ମିତା ଜେନା ବୋଲି ଜଣା ପଡ଼ିଥିବା ବେଳେ ଘର ଠିକଣା ଜଣାପଡିନାହିଁ ।ପୁରୁଷ ବନ୍ଧୁ ଙ୍କ ପରିଚୟ ମିଳିଛି। ପୁରୁଷ ବନ୍ଧୁ ଙ୍କ ଘର ଜଗତସିଂହପୁର ର ଅ ସିଲୋ ଗ୍ରାମରେ ବୋଲି ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.