ନଦୀରୁ ମିଳିଲା ଅଖା ଭିତରେ ଥିବା ମୃତ ଦେହ, ହତ୍ୟା ସନ୍ଦେହ

ଅଖା ଭିତରେ ମହିଳାଙ୍କ ମୃତଦେହ । ଏପରି ଘଟଣା ଦେଥାଯାଇଛି ସତ୍ୟବାଦୀ ଥାନା ଅଞ୍ଚଳରେ । ସତ୍ୟବାଦୀ ଥାନା ସୁଆଣ୍ଡୋ ନଦୀବନ୍ଧ ଚିଲପାଟଣାରୁ ଏକ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ପିପିଲି(କେନ୍ୟୁଜ୍‌) : ଅଖା ଭିତରେ ମହିଳାଙ୍କ ମୃତଦେହ । ଏପରି ଘଟଣା ଦେଥାଯାଇଛି ସତ୍ୟବାଦୀ ଥାନା ଅଞ୍ଚଳରେ । ସତ୍ୟବାଦୀ ଥାନା ସୁଆଣ୍ଡୋ ନଦୀବନ୍ଧ ଚିଲପାଟଣାରୁ ଏକ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.