Browsing Tag

deadbody

ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ରୋଡ଼ : ଯାଜପୁର ଥାନା ମୃତ୍ତିକା ସଂରକ୍ଷଣ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିଅର ସୁରେଶ ମଲ୍ଲିକ । ସୁରେଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମଦପୁର ଗାଁରେ । ସେ ୨୦୧୬ରୁ ମୃତ୍ତିକା ସଂରକ୍ଷଣ…

ରେଳ ଲାଇନ ନିକଟରେ ପଡ଼ି ରହିଛି ଅଚିହ୍ନା ବ୍ୟକ୍ତିର ମୃତଦେହ

ଟିଟିଲାଗଡ : ରେଳ ଲାଇନ୍‌ ନିକଟରେ ପଡ଼ିଛି ମୃତଦେହ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ସଇଁତଳା ଓ ବଡ଼ମାଳ ରେଲୱେ ଷ୍ଟେସନ ମଝିରେ ଥିବା କମରଲଗା ରେଲୱେ ବ୍ରିଜ ନିକଟରୁ କିଛି ଦୁରରେ ପଡ଼ି ରହିଛି ଜଣେ ଅଚିହ୍ନା ବ୍ୟକ୍ତିର ମୃତ ଦେହ । ମୃତ ବ୍ୟକ୍ତିର ମୁଣ୍ଡ ଓ ଶରୀରର ବିଭିନ୍ନ…

ରାତିରେ ଡ୍ୟୁଟି କଲେ, ସକାଳୁ ମିଳିଲା ମୃତଦେହ

ବ୍ରହ୍ମଗିରି: ରୋଜଗାର ଆଶାରେ ବ୍ରହ୍ମଗିରିରୁ ପୁଅ ଯାଇଥିଲା ବେଙ୍ଗାଳୁରୁ । ମିଳିଲା ମୃତଦେହ । ମୃତ ଯୁବକ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗମ୍ଭାରୀ ଗାଁର ସମ୍ବିତ ଜେନା । ଗତ ୧ ବର୍ଷ ଧରି ସମ୍ବିତ ବେଙ୍ଗାଳୁରୁର ଏକ ଘରୋଇ କମ୍ପାନୀରେ ସିକ୍ୟରିଟି ଗାର୍ଡ ଭାବେ କାମ କରୁଥିଲେ । ଗତ ଦୁଇ ମାସ…

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ ଜଳକା ନଦୀର ବ୍ରିଜ ଉପରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।  ରେଳ ଧାରଣା ଉପରେ ଜଣେ ଯୁବକର ମୃତ ଦେହ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକ ରେଳବାଇ ପୋଲିସଙ୍କୁ ଖବର ଦେଇଥିଲେ  ।…

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡ଼ା ଗ୍ରାମର ନିରଞ୍ଜନ ରାଉତ । ନିରଞ୍ଜନ ଗତକାଲି ମଧ୍ୟାହ୍ନ ଦୁଇଟା ସମୟରୁ ନିଖୋଜ ଥିବା ବେଳେ…

ଦମ୍ପତିଙ୍କ ଆତ୍ମହତ୍ୟା, ବିଦ୍ୟୁତ ଆଘାତରେ ଜୀବନ ହାରିଥିବା ସନ୍ଦେହ

ସୋର : ବାଲେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ବନ୍ଦ ଘରୁ ଦମ୍ପତିଙ୍କ ମୃତ ଦେହ ମିଳିଛି  ।  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମର ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ(୩୨) ଏବଂ ବୋହୂ ସସ୍ମିତା ମହାକୁଡ (୨୮ ) ଗତ ରାତିରେ…

ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର

ବେଗୁନିଆ : ନଦୀ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଠରାଙ୍ଗ ଗାଁର ବଡବନ୍ଧ ନଈ ନିକଟରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ନିକଟସ୍ଥ ଅଠରାଙ୍ଗ ଏବଂ ହିରାପୁର ଗାଁର ବୋଲି ଜଣାପଡିଛି। ମୃତପ୍ରେମୀ ଯୁଗଳଙ୍କୁ ଅତି ନିର୍ମମ ଭାବେ ଅମାନୁଷିକ…

ସନ୍ଦେହଜନକ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ଯାଜପୁର ରୋଡ଼ : ଯାଜପୁର ଜିଲ୍ଲା କୋରାଇ ଥାନା ମାଳିବାଗ ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଦୀପକ କୁମାର ନାଥଙ୍କ ସ୍ତ୍ରୀ ସୀମାରାଣୀ ବୋଲି ଜଣାପଡିଛି । ଯୈାତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତା ସୀମାରାଣୀଙ୍କ ବାପଘର ଲୋକେ…

ଟ୍ରେନ ଲାଇନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁ ଟ୍ରେନ ଲାଇନ ନିକଟରୁ  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଘସିଏନ ଗାଁର ବୋଲି ସୂଚନା ମିଳିଛି । ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିବା…

ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଏ ଭାଇନାଙ୍କୁ ନ ଚିହ୍ନେ କିଏ

ଡାକ ପଡିଲା, ଭାଇନା ଟିକେ ଆସିଲେ, ଶବଟିକୁ ଷ୍ଟ୍ରେଚରରେ ନେଇ ପୋଷ୍ଟମର୍ଟମ ରୁମ୍‌ ପାଖରେ ରଖିଦେବେ l ଠିକ ଏତିକି କଥା ପାଟିରୁ ନସରୁଣୁ ଜଣେ ଵୟସ୍କ ପତଳା ଲୋକଟିଏ ଷ୍ଟ୍ରେଚର ଗୋଟିଏ ଧରି ପହଞ୍ଚି ଗଲେ l ପାଟିରେ ପାନ ଆଉ ହସ ହସ ମୁହଁ । ଶବ ସଂରକ୍ଷଣ ଘର ଭିତରେ ଥିବା ଡିପ ଫ୍ରିଜର ଭିତରୁ…

କେବେ ସରିବ ଦାଦନ ଦୁଃଖ ? ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଶରୀର

ପଦ୍ମପୁର (କେନ୍ୟୁଜ):– ଗାଁକୁ ଫେରିଛି ପୁଅର ମୃତଦେହ । ଛାତିର କୋହକୁ ଆଖିରେ ଧରି ବାପା ମା’ ପାଲଟି ଯାଇଛନ୍ତି ନିର୍ବିକାର । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମେରୀ ଗ୍ରାମର ୨୨ ବର୍ଷିୟ ଧନୁର୍ଜ ବଛା ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଅଧିରାମ ପ୍ରୋସେସିଂ ମିଲ…

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୋଲିସ

ହିଞ୍ଜିଳିକାଟୁ : ଅର୍ଦ୍ଧ ନିର୍ମିତ ଘର ସମ୍ମୁଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଧୋବାଡିପାଟପୁର ଗ୍ରାମ ନିକଟ ଏକ ଘର ସମ୍ମୁଖରୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ନିକଟସ୍ଥ ହନ୍ତସ ଗ୍ରାମର ସଞ୍ଜୟ କୁମାର ନାୟକ । ଶରୀର…