Below header

ଅନୁଗୁଳ : ଭୁଜାଲିରେ ହାଣି ୮ଟି ଟ୍ରକ୍‌ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌

ଅନୁଗୁଳ(କେନ୍ଯୁଜ୍) : ଭୁଜାଲିରେ ହାଣି ୮ଟି ଟ୍ରକ୍‌ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌। ଅନୁଗୁଳ ଜରପଡ଼ା ଥାନା ଜରଡା ରାସ୍ତାରେ ଘଟିଛି ଏଭଳି ଘଟଣା। ୮ଟି ଟ୍ରକ୍‌ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁଇ ଜଣ ଦୁର୍ବୃତ୍ତ । ଜରଡ଼ାରୁ ଜିନ୍ଦଲକୁ ଆଇରନ୍‌ ଏବଂ କୋଇଲା ନେଇ ଯାଉଥିବା ୮ଟି ଟ୍ରକ୍‌କୁ ଅଟକାଇ ଡ୍ରାଇଭର ଓ ହେଲପରଙ୍କୁ ଭୁଜାଲିରେ ହାଣି ଏଭଳି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ଆହତ ଡ୍ରାଇଭରମାନଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.