ରାଇଡ୍ କ୍ୟାନ୍ସଲ୍ କରିବାରୁ ମହିଳାଙ୍କୁ ଚାପୁଡ଼ା ମାରିଲେ ଅଟୋ ଡ୍ରାଇଭର, ବାନ୍ଧି ନେଲା ବେଙ୍ଗାଲୁରୁ ପୋଲିସ
ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକାଳୁ ସନ୍ଧ୍ୟା ଯାଏ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଯଦି ଆପଣ ସୋସିଆଲ ମିଡିଆରେ ସକ୍ରିୟ, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଫିଡ୍ରେ ଭାଇରାଲ୍ ଭିଡିଓ ଦେଖାଯାଉଥିବ । ପ୍ରାୟତଃ ନାଚଗୀତ, ନିଆରା ପ୍ରତିଭା ଏବଂ ଯୋଗାଡ଼ର ଭିଡିଓଗୁଡ଼ିକ ଆମକୁ ମନୋରଞ୍ଜନର…