Below header

ଆନନ୍ଦପୁର: ପରିତ୍ଯକ୍ତ କୂଅରୁ ହରିଣ ଉଦ୍ଧାର

ଆନନ୍ଦପୁର(କେନ୍ଯୁଜ୍): ପରିତ୍ଯକ୍ତ କୂଅରୁ ହରିଣ ଉଦ୍ଧାର। ଆନନ୍ଦପୁର ବନଖଣ୍ଡ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ନଣ୍ଡାବର ଗାଁରେ ଏକ ହରିଣ ବାଟବାଣ ହୋଇ ଅସାବଧାନତା ବସତଃ କୂଅରେ ପଡିଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରାମଚନ୍ଦ୍ରପୁର ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି କୂଅରୁ ସାବଧାନତାର ସହ ହରିଣଟିକୁ ଉଦ୍ଧାର କରିଛନ୍ତି। ଏହାପରେ ହରିଣଟିର ସ୍ବାସ୍ଥ୍ଯ ପରୀକ୍ଷା କରାଯାଇ ସ୍ଥାନୀୟ ବରାଙ୍ଗ ଜଙ୍ଗଲରେ ଛାଡି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.