ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଆକ୍ରାନ୍ତ

ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଡେଂଗୁ ଆକ୍ରାନ୍ତ ହୋଇଛନ୍ତି ।

ରାଜଧାନୀରେ ହଜାରେ ପାର କଲା ଡେଂଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସୁଦ୍ଧା ମୋଟ ୧୩ଶହ ୧୪ଜଣ ଡେଂଗୁ ଆକ୍ରାନ୍ତ ହୋଇଛନ୍ତି । ବାହାର ରାଜ୍ୟରୁ ଆସି କ୍ୟାପିଟାଲ ହସ୍ପିଟାଲ ଡେଂଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ରୋଗୀ । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍ ଶେଷ ହୋଇଯାଇଛି। ଅନେକ ଆକ୍ରାନ୍ତ ତଳେ ଶୋଇଥିବାର ଦେଖିବାକୁ ମିଳିଛି। ସମସ୍ତେ ସଚେତନ ହେଲେ ଡେଙ୍ଗୁକୁ ଦୂରେଇ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.