ସବୁଠୁ ଶସ୍ତା 5G ସ୍ମାର୍ଟଫୋନ ହେଲା ଲଞ୍ଚ, ୧୧ ହଜାର ରୁ ବି କମ ଦାମ ଥିବା ଏହି ଫୋନରେ ପାଇବେ ଜବରଦସ୍ତ ଫିଚର୍ସ

Redmi 12 5g ସ୍ମାର୍ଟଫୋନ କୁ କିଣନ୍ତୁ ଅତି ଶସ୍ତା ଦାମରେ। ଯଦି ଆପଣ ବି ଏବେ ୫ଜି ଫୋନକୁ କିଣିବାକୁ ଚାହୁଁଛନ୍ତି ସେ ବି କମ ଦାମରେ ତାହେଲେ ଡେରି ନକରି ଜାଣନ୍ତୁ କିପରି ଏହାର ଫାଇଦା ଉଠାଇବେ। Redmi 12 5g ର ନୂଆ ଭାରିଏଣ୍ଟ ଆସିଛି। ଯାହା କୁ କମ ଦାମରେ କିଣିବାକୁ ଚାହୁଁଥିଲେ ଏହି ଅଫର ସମ୍ପର୍କରେ ଜାଣିନିଅନ୍ତୁ। ଏହାର ଧମାକାଦାର ଫିଚର୍ସ ଆପଣଙ୍କ କାମକୁ ଆହୁରି ସହଜ କରିଦେବ ।

Redmi 12 5g ସ୍ମାର୍ଟଫୋନ କୁ କିଣନ୍ତୁ ଅତି ଶସ୍ତା ଦାମରେ। ଯଦି ଆପଣ ବି ଏବେ ୫ଜି ଫୋନକୁ କିଣିବାକୁ ଚାହୁଁଛନ୍ତି ସେ ବି କମ ଦାମରେ ତାହେଲେ ଡେରି ନକରି ଜାଣନ୍ତୁ କିପରି ଏହାର ଫାଇଦା ଉଠାଇବେ। Redmi 12 5g ର ନୂଆ ଭାରିଏଣ୍ଟ ଆସିଛି। ଯାହା କୁ କମ ଦାମରେ କିଣିବାକୁ ଚାହୁଁଥିଲେ ଏହି ଅଫର ସମ୍ପର୍କରେ ଜାଣିନିଅନ୍ତୁ। ଏହାର ଧମାକାଦାର ଫିଚର୍ସ ଆପଣଙ୍କ କାମକୁ ଆହୁରି ସହଜ କରିଦେବ ।

Redmi 12 5g ଗ୍ଲୋବାଲ ମାର୍କେଟରେ କିଣିବା ପାଇଁ ଉପଲବ୍ଧ ରହିଛି। ନିକଟରେ କମ୍ପାନୀ ଏହାକୁ ଚାଇନାରେ ଲଞ୍ଚ କରିଥିଲା। ଫୋନରେ 90Hzର ଏଲସିଡ଼ି ଡିସପ୍ଲେ, କ୍ୱାଲାକମ ସ୍ନାପଡ୍ରାଗନ ୪ ଜେନ ୨ ଚିପ୍‌ ଆପଣ ପାଇବେ। ଆଜି କମ୍ପାନୀ ଏହି ଫୋନରେ ୪ଜିବି ର‍୍ୟାମ+ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟ ଲଞ୍ଚ କରିଛି। ଯାହାକି ଫୋନକୁ ଅତି ଶସ୍ତା ବନାଇଛି। କମ ଦାମ ସହିତ ଏଥିରେ ଆପଣ ଅନ୍ୟାନ୍ୟ ବଢ଼ିଆ ଫିଚର୍ସ ପାଇବେ।

ସାଓମି ମଲରେ ଏହି ମଡେଲକୁ ଆପଣ ୯୪୯ ୟୁଆନ ବା ୧୦,୮୦୦ ଟଙ୍କାରେ କିଣିପାରିବେ। ଚୀନରେ ଫୋନର ଅନେକ ଭାରିଏଣ୍ଟ ଲଞ୍ଚ ହୋଇଛି। ୬ଜିବି + ୧୨୮ ଜିବି ଭାରିଏଣ୍ଟର ଦାମ ୯୯୯ ୟୁଆନ ମାନେ ୧୧,୨୧୫ ଟଙ୍କା ରହିଥିବା ବେଳେ ୮ ଜିବି + ୧୨୮ ଜିବି ଭାରିଏଣ୍ଟର ଦାମ ୧୦୯୯ ୟୁଆନ ମାନେ ୧୨,୪୬୧ ଟଙ୍କା ରହିଛି। ୮ଜିବି + ୨୫୬ ଜିବି ଭାରିଏଣ୍ଟର ଦାମ ୧୨୯୯ ୟୁଆନ ମାନେ ୧୪,୯୫୩ ଟଙ୍କା ରହିଛି। ଆପଣ ଏହା ଭିତରୁ ନିଜ ମନ ପସନ୍ଦ ମଡେଲକୁ ଆରାମରେ ବାଛି ପାରିବେ।
ଫୋନ ଦୁଇଟି କଲର ମନେ ଗ୍ଲାସିୟର ହ୍ଵାଇଟ ଓ ଷ୍ଟାରଡଷ୍ଟ ଗ୍ରେରେ ମିଳୁଛି। ଫୋନ ଏକ ସ୍ଲିକ ଗ୍ଲାସ ବଡ଼ି ଓ ପତଳା ପ୍ରୋଫାଇଲ ସହିତ ଆସୁଛି। ଏହାର ଚଉଡ଼ା ୮.୧୭ଏମଏମ ରହଛ ି । ଏହାର ଡିସପ୍ଲେ ୬.୭୯ ଇଞ୍ଚ ରହିଛି। ଏହା LPDDR4X ରାମ୍‌ ଓ
UFS 2.2 ଷ୍ଟୋରେଜ ସହିତ ଆସିଛି। ଫୋନରେ ୧୮ ଓ୍ଵାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିବ ଯାହା ୫୦୦୦ଏମଏଏଚ ବ୍ୟାଟେରୀ ସହିତ ମିଳିବ।

କ୍ୟାମେରା କଥା କହିଲେ ଏଥିରେ ଦୁଆଲ କ୍ୟାମେରା ସେଟଅପ୍‌ ରହିଛି। ଯେଉଁଥିରେ ୫୦ଏମପି ମୁଖ୍ୟ କ୍ୟାମେରା ଓ ୨ଏମପି ର ଡେପ୍ଥ ଅଫ ଫିଲ୍ଡ ଲେନ୍ସ ମିଳିବ। ଫୋନରେ ରିମୋଟ କଣ୍ଟ୍ରୋଲ , ସାଇଡ଼ ଫିଙ୍ଗରପ୍ରିଣ୍ଟ ଅନଲକିଂ, ମଲ୍ଟି ଫଙ୍କସନ ଏନଏଫସି ସପୋର୍ଟ ଓ ୩.୫ ମିମିର ହେଡଫୋନ ଜ୍ୟାକ ରହିଛି।

ଯଦି ଆପଣ ବି ଏହି ଧମାକାଦାର ଫିଚର୍ସ ଥିବା ଫୋନକୁ କିଣିବାକୁ ଚାହୁଁଚନ୍ତି ତେବେ ଶୀଘ୍ର ଯାଇ କିଣିଆଣନ୍ତୁ। ଆପଣଙ୍କୁ ଏଥିରେ ବହୁତ ଭଲ ଅପସନ ମିଳିବ। ୧୧ ହଜାର ଭିତରେ ମଧ୍ୟ ନିଜ ପାଇଁ ଏକ ବଜେଟ ଫ୍ରେଣ୍ଡଲି ତଥା ଶସ୍ତା ୫ଜି ଫୋନ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.