ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ ଠକେଇ ମାମଲା: ଫେରାର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କୁ ଗିରଫ କଲା EOW

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ ଠକେଇ ମାମଲାରେ ଫେରାର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କୁ ଗିରଫ କଲା ଇଓଡବ୍ଲୁ । ଆନ୍ଧ୍ରପ୍ରଦେଶର ଆର୍ଣ୍ଣବରମ ଅଞ୍ଚଳରୁ ଗିରଫ କରିଛି EOW । କମ୍ପାନୀ ବିରୋଧରେ ୨୦ କୋଟି ଟଙ୍କା ଠକେଇ ମାମଲା ରହିଛି । ସ୍ଥାନୀୟ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇଛି । TCS କର୍ମଚାରୀ ରଞ୍ଜନ କୁମାର ମହାପାତ୍ରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.