ରାଇରଙ୍ଗପୁର : ତିରିଂ ଦେଉରାଇଡ଼ିହି ଗ୍ରାମରେ ଡବଲ ମର୍ଡର

ରାଇରଙ୍ଗପୁର(କେନ୍ୟୁଜ୍‌) : ତିରିଂ ଥାନା ଦେଉରାଇଡ଼ିହି ଗ୍ରାମରେ ହୋଇଛି ଡବଲ ମର୍ଡର । ଶାବଳ ମାଡ଼ରେ ବଡ଼ ବାପା ବଡ଼ ମା’ର ହୋଇଛି ମୃତ୍ୟୁ । ମୃତକ ବଡ ବାପା ହେଲେ ଯୋଗେନ୍ଦ୍ର ହାଁସଦା ଓ ବଡ଼ ମା ହେଲେ ନାନୀ ହାଁସଦା ।

ଘଟଣା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.