Below header

ବଲାଙ୍ଗିର କିସ୍‌ କ୍ୟାମ୍ପସ ବୁଲି ଦେଖିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ବଲାଙ୍ଗିର କିସ୍‌ କ୍ୟାମ୍ପସ ବୁଲି ଦେଖିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଆଗାମୀ ଦିନରେ ବଲାଙ୍ଗିରରେ ଉଦଘାଟିତ ହେବ କିସ୍‌ କ୍ୟାମ୍ପସ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତାପୂର୍ବରୁ କିସ୍‌ କ୍ୟାମ୍ପସ ବୁଲି ଦେଖିଛନ୍ତି ଡକ୍ଟର ସାମନ୍ତ । ଜିଲ୍ଲୀ ପ୍ରଶାସନିକ ଅଧିକାରୀଙ୍କ ସହ ବି ଆଲୋଚନା କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଅରବିନ୍ଦ ଡାକୁଆ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡକ୍ଚର ଅଚ୍ୟୁତ ସାମନ୍ତ । ବଲାଙ୍ଗିର କିସ୍‌ରେ ହଜାରେ ଆଦିବାସୀ ପିଲା ପାଠ ପଢ଼ିବେ । ଡକ୍ଟର ସାମନ୍ତଙ୍କ ଉଦ୍ୟମକୁ ନେଇ ସ୍ଥାନୀୟ ଆଦିବାସୀ ଖୁସି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.