Below header

ବୁଢ଼ା ନଦୀରେ ଅଘଟଣ : ଗାଧୋଇବା ସମୟରେ ବୁଡି ଗଲେ ୨ ଯୁବକ

ଯାଜପୁର ଟାଉନ (କେନ୍ୟୁଜ୍) : ନଦୀରେ ଗାଧୋଇବା ସମୟରେ ବୁଡି ଗଲେ ୨ ଯୁବକ। ଜଣେ ମୃତ ଆଉ ଜଣେ ନିଖୋଜ। ଯାଜପୁର ସଦର ଥାନା ଜାଲପୁର ଘାଟରେ ବୁଢ଼ା ନଦୀରେ ଘଟିଛି ଏହି ଅଘଟଣ । ସାଙ୍ଗ ହୋଇ ଗାଧୋଇବା ସମୟରେ ବୁଡିଯାଇଥିବା ସୂଚନା ମିଳିଛି।

drowning ମୃତକ ହେଲେ ବାସୁଦେବପୁର ପଂଚାୟତ ଜାଲପୁର ଗ୍ରାମର ଶୁଭ୍ରକାନ୍ତ ପାଣିଗ୍ରାହୀ। ଘଟଣା ପରେ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର‌୍ୟ୍ୟ ଜାରୀ ରହିଛି । ନିଖୋଜ ଯୁବକ ହେଲେ ଉକ୍ତ ଗ୍ରାମର ପ୍ରଶାନ୍ତ ପାଢ଼ୀଙ୍କ ପୁଅ ଅମନପ୍ରୀତ ପାଢ଼ୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.