ଆନନ୍ଦପୁର : ବୈତରଣୀରେ ବୁଡ଼ି ଛାତ୍ରୀ ମୃତ, ଜଣେ ନିଖୋଜ

ଆନନ୍ଦପୁର (କେନ୍ୟୁଜ୍) : ବୈତରଣୀ କୋଡପଡା ଘାଟରେ ଗାଧୋଉଥିବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ନିଖୋଜ ଅଛନ୍ତି । ମୃତକ ହେଉଛନ୍ତି ଜୟଶ୍ରୀ ପାତ୍ର । ଅନ୍ୟ ଜଣେ ନିଖୋଜ ପ୍ରୀତିରେଖା ପ୍ରାତକୁ ଖୋଜିବା କାମରେ ଲାଗିଛନ୍ତି ଅଗ୍ନିଶମ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.