Below header

ଆନନ୍ଦପୁରର ହସନପୁର ଟୋଲଗେଟରେ ୨ ମଦୁଆ ଡ୍ରାଇଭର ଗିରଫ

ଆନନ୍ଦପୁର: ମଦୁଆ ଡ୍ରାଇଭରଙ୍କ ଉପରେ ଛାଟ । ରାଜ୍ୟର ବିଭିନ୍ନ ଟୋଲଗେଟ୍‌ରେ ମଦ୍ୟପ ଚାଳକଙ୍କୁ ଧରିବା ପାଇଁ ଆରମ୍ଭ ହେଲା କଡ଼ାକଡ଼ି ଚେକିଂ । ଆନନ୍ଦପୁରର ହସନପୁର ଟୋଲଗେଟରେ ୨ ମଦୁଆ ଡ୍ରାଇଭର ଗିରଫ । ପୋଲିସ ଡିଜିଙ୍କ ସର୍କୁଲାର ଜାରି ପରେ ଗତକାଲି ରାତିରୁ ହସନପୁର ଟୋଲଗେଟରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ଏହି ଚେକିଂ ବେଳେ ଦୁଇ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ରାମଚନ୍ଦ୍ରପୁର ଥାନା ପୋଲିସ । ପ୍ରବଳ ବର୍ଷା ଯୋଗୁଁ ଯାଞ୍ଚରେ ବାଧା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.