Below header

ରାଜ୍ୟରେ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ ଅଭିଯାନ ଫଳରେ ୨ମାସରେ ରୋକାଯାଇପାରିଛି ଦୁର୍ଘଟଣା, ଆଗକୁ ଚଢଉ ହେବ ଜୋରଦାର

ଭୁବନେଶ୍ବର(କେନ୍ୟୁଜ୍): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ ଅଭିଯାନ ଜାରି ରହିଛି । ଗତ ସେପ୍ଟେମ୍ବର ୬ ତାରିଖରୁ ଏହା ଆରମ୍ଭ ହୋଇଥିଲା । ଗତ ୨ ମାସ ମଧ୍ୟରେ ଅନେକ ଦୁର୍ଘଟଣାକୁ ରୋକାଯାଇପାରିଛି । ୫ହଜାର ୮ଶହ ୫୬ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ପିକନିକ ଋତୁ ଥିବା ବେଳେ ଏହି ଅଭିଯନକୁ ଆହୁରି କଡ଼ାକଡ଼ି କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.