ରାଉରକେଲା: ଚୋରାରେ ଡୁପ୍ଲିକେଟ ବିଦେଶୀ ମଦ ଚାଲାଣ: ସାତ ଲକ୍ଷ ଟଙ୍କାର ୧୨ ଶହ ୬୦ ଲିଟର ମଦ ଜବତ, ୩ ଗିରଫ

ରାଉରକେଲା: ଚୋରାରେ ଡୁପ୍ଲିକେଟ ବିଦେଶୀ ମଦ ଚାଲାଣ । ୩ ଜଣଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ପ୍ରାୟ ସାତ ଲକ୍ଷ ଟଙ୍କାର ୧୨ ଶହ ୬୦ ଲିଟର ମଦ ଜବତ ହୋଇଛି ।

ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ଆଣି ବୋଟଲରେ ଠିପି ଓ ଲେବଲ ଲଗାଇ ସହରରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଅବକାରୀ ବିଭାଗ ପକ୍ଷରୁ ଏଭଳି ଚୋରାରେ ମଦ ବ୍ୟବସାୟ ଚଳାଇଥିବା ରାକେଟକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.