Browsing Tag

foreign liquor

ସ୍କୁଲରେ ଚାଲିଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ: ଅବକାରି ବିଭାଗର ଚଢାଉ, ୨ଗିରଫ

ରାଉଲକେଲା(କେନ୍ୟୁଜ୍): ସ୍କୁଲରେ ମଦ ବ୍ୟବସାୟ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଫୁଲଝର ଗାଁର ଏକ ଘରୋଇ ସ୍କୁଲରେ ଚାଲୁଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ । ଖବର ପାଇ ଚଢଉ କରିଥିଲା ରାଉରକେଲା ଅବକାରୀ ବିଭାଗ । ଚଢଉ ବେଳେ ୯୩୬ ଲିଟର ନକଲି ଦେଶୀ ମଦ ଜବତ କରିଛି ଅବକାରି ବିଭାଗ । ଘଟଣାରେ ମଦ…

ମଦର ହୋମ୍‌ ଡେଲିଭରି ବନ୍ଦ କଲେ ସରକାର, ଲକ୍‌ଡାଉନ୍‌ ବେଳେ ଆରମ୍ଭ ହୋଇଥିଲା ସେବା

ବନ୍ଦ ହେଲା ମଦର ହୋମ୍‌ ଡେଲିଭରି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ହୋମ୍‌ ଡେଲିଭରି ବନ୍ଦ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର କହିଛନ୍ତି, କରୋନା ମାମଲା କମ୍‌ ହୋଇଥିବାରୁ ଆମେ ମଦର…

ରାଉରକେଲା: ଚୋରାରେ ଡୁପ୍ଲିକେଟ ବିଦେଶୀ ମଦ ଚାଲାଣ: ସାତ ଲକ୍ଷ ଟଙ୍କାର ୧୨ ଶହ ୬୦ ଲିଟର ମଦ ଜବତ, ୩ ଗିରଫ

ରାଉରକେଲା: ଚୋରାରେ ଡୁପ୍ଲିକେଟ ବିଦେଶୀ ମଦ ଚାଲାଣ । ୩ ଜଣଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ପ୍ରାୟ ସାତ ଲକ୍ଷ ଟଙ୍କାର ୧୨ ଶହ ୬୦ ଲିଟର ମଦ ଜବତ ହୋଇଛି । ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ଆଣି ବୋଟଲରେ ଠିପି ଓ ଲେବଲ ଲଗାଇ ସହରରେ ବିକ୍ରି କରୁଥିଲେ…

ଯାଜପୁର : ପରିବା ମାର୍କେଟ ନିକଟରେ ପରିବା ଗାଡି ଭିତରୁ ଜବତ ହେଲା ୪୫ ଲିଟର ବିଦେଶୀ ମଦ

ଯାଜପୁର ଟାଉନ: କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଯାଜପୁର ବାଳାଶ୍ରମ ପଡିଆ ପରିବା ମାର୍କେଟ ନିକଟରେ ଅବକାରୀ ବିଭାଗ ଏହି ଗାଡିକୁ ଜବତ କରି ସେଥିରୁ ୪୫ ଲିଟର ବିଦେଶୀ ମଦ ଜବତ କରିଛି । ଜବତ ମଦ ଗୁଡିକ ନାମି ଦାମୀ ବ୍ରାଣ୍ଡର ଥିବା…

କଳାହାଣ୍ଡି ଜୟପାଟଣା ପୋଲିସ ଦ୍ଵାରା ବିପୁଳ ପରିମାଣର ମଦ ଜବତ, ୪ ଅଭିଯୁକ୍ତ ଗିରଫ

ଧର୍ମଗଡ : ବିପୁଳ ପରିମାଣର ମଦ ଜବତ। ଲକଡାଉନ୍ ଯୋଗୁଁ ଦେଶୀ ଭାଟି ଓ ବିଦେଶୀ ମଦ ଦୋକାନ ବନ୍ଦ୍ ଥିବାବେଳେ ଏହାର ସୁଯୋଗ ନେଇ ଚଢ଼ା ଦରରେ ବିକ୍ରି ଚାଲିଥିଲା ମଦ । ଯାହାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଦ୍ଵାରା ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଛି ।…

ସମଗ୍ର ଦେଶ ଲକଡାଉନରେ ଥିବା ବେଳେ ଝାରସୁଗୁଡା ଜିଲ୍ଲାରୁ ୮୦ହଜାର ଟଙ୍କା ବିଦେଶୀ ମଦ ଜବତ

ଝାରସୁଗୁଡା: ସମଗ୍ର ଦେଶ ଲକଡାଉନରେ ଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡକ ବିଦେଶୀ ମଦ କାରବାର । ଖବରପାଇ ଝାରସୁଗୁଡା ଅବକାରୀ ବିଭାଗ ବିଟିଏମ ସ୍ଥିତ ଭ୍ରମର ପରିଡାଙ୍କ ଘରେ ଚଢାଉ କରିଥିଲା । ଚଢାଉରେ ପାଖାପାଖି ୮୦ହଜାର ଟଙ୍କା ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ଏଣିକି ଅନ୍‌ଲାଇନରେ ମିଳିବ ବିଦେଶୀ ମଦ, ମଧ୍ୟପ୍ରଦେଶ ସରକାର ନେଲେ ଏଭଳି ନିଷ୍ପତ୍ତି

ଏବେ ଅନଲାଇନରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତି ୨୦୨୦-୨୧କୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍ କ୍ରୟ କରାଯାଇପାରିବ। ଏହି ନୀତିରେ ଭାରତୀୟ ମଦ ସାମିଲ୍ ହୋଇନାହିଁ। ଏହା…