ସମଗ୍ର ଦେଶ ଲକଡାଉନରେ ଥିବା ବେଳେ ଝାରସୁଗୁଡା ଜିଲ୍ଲାରୁ ୮୦ହଜାର ଟଙ୍କା ବିଦେଶୀ ମଦ ଜବତ

ଝାରସୁଗୁଡା: ସମଗ୍ର ଦେଶ ଲକଡାଉନରେ ଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡକ ବିଦେଶୀ ମଦ କାରବାର । ଖବରପାଇ ଝାରସୁଗୁଡା ଅବକାରୀ ବିଭାଗ ବିଟିଏମ ସ୍ଥିତ ଭ୍ରମର ପରିଡାଙ୍କ ଘରେ ଚଢାଉ କରିଥିଲା । ଚଢାଉରେ ପାଖାପାଖି ୮୦ହଜାର ଟଙ୍କା ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.