ଅବକାରୀ ବିଭାଗ ; ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ବିଦେଶୀ ମଦ ଜବତ
ଆଠଗଡ଼: ଅସଲି ବୋଟଲରେ ନକଲି ମଦ । ଏହି ଚୋରା କାରଖାନା ଚାଲିଥିଲା ଆଠଗଡ଼ ମୈତ୍ରିନଗର ଅଞ୍ଚଳରେ । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଚୋରା ମଦ କାରଖାନା ଠାବ ହୋଇଛି । ତିନି ଶହ ପେଟିରୁ ଅଧିକ ନାମୀଦାମୀ ବ୍ରାଣ୍ଡ କମ୍ପାନୀର ଚୋରା ବିଦେଶୀ ମଦ ଭର୍ତି ବୋତଲ…