Below header

ନକଲି ଘିଅ ଓ ମସଲା ପରେ ଏବେ ନକଲି ସୋୟା ବଡ଼ି ଫାକ୍ଟ୍ରୀ ସିଜ୍ ,ଏହି କମ୍ପାନୀ ବଡ଼ି ନଖାଇବାକୁ କମିଶନରେଟ ପୋଲିସର ଅପିଲ୍

କଟକ(କେନ୍ୟୁଜ୍): ଜଗତପୁର ଶିଳ୍ପାଞ୍ଚଳରେ ପୁଣି ରେଡ଼। ନକଲି ଘିଅ, ନକଲି ମସଲା ପରେ ଏବେ ନକଲି ସୋୟା ବଡ଼ି କମ୍ପାନୀକୁ  ସିଜ୍ କରିଛି  କମିଶନରେଟ ପୋଲିସ । ଅପମିଶ୍ରଣ କରୁଥିବା ଅଭିଯୋଗରେ ଏକ ସୋୟା ବଡ଼ି ଫାକ୍ଟ୍ରିରେ ରେଡ଼ କରିଛି କମିସନରେଟ ପୋଲିସ। ଆର.ଏମ ମିଲ ନାମକ ଏହି ଫାକ୍ଟ୍ରି ରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି।

ସ୍ପେଶାଲ ସ୍କ୍‌ୱାଡ଼ ଏହି ରେଡ଼ରେ ସାମିଲ ହୋଇଛନ୍ତି। କାକା ଓ ମେହେକ ବ୍ରାଣ୍ଡର ସୋୟା ବଡି ନ କିଣି ବାକୁ ଅପିଲ କରିଛି କମିଶନରେଟ ପୋଲିସ। ମାଲିକ ଙ୍କୁ ଅଟକ ରଖୀଛି ଜଗତପୁର ଥାନା ପୋଲିସ। କଟକ ମାଲଗୋଦାମ ରୁ ଏହି ଅପମିଶ୍ରନ ର ସୁରାକ ପାଇଥିଲା ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.