ଇ-ଚାଲାଣ ବ୍ୟବସ୍ଥାକୁ ନେଇ କର୍ମଶାଳା , MV ACT ଉଲଂଘନକାରୀଙ୍କୁ ଦିଆଯିବ ଇ-ଚାଲାଣ

କଟକ(କେନ୍ୟୁଜ୍) : କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଟ୍ରେନିଂ କ୍ୟାମ୍ପ । ରାଜ୍ୟରେ ଇ-ଚାଲାଣ ବ୍ୟବସ୍ଥାର କର୍ମଶାଳା ଆୟୋଜିତ । କର୍ମଶାଳାରେ ସମସ୍ତ ଜିଲ୍ଲାର ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ମୋଟର ଭେଇକିଲ ଆକ୍‌ଟ ଅପରାଧ ପାଇଁ ଇ- ଚାଲାଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଇନ ଉଲ୍ଲଙ୍ଘନକାରୀଙ୍କୁ ଘଟଣାସ୍ଥଳରେ ହିଁ ଦିଆଯିବ ରସିଦ । ଯାହା ପ୍ରକ୍ରିୟାକୁ ସ୍ୱଚ୍ଛ କରିବାରେ ସହାୟକ ହେବ । କ୍ରାଇମବ୍ରାଞ୍ଚ ଓ STA ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା କର୍ମଶାଳା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.