କେନ୍ୟୁଜର ପ୍ରଭାବ ! ଖବର ପ୍ରସାରଣ ପରେ ବାଜିରାଉତଙ୍କ ପରିବାରକୁ ମିଳିଲା ସହାୟତା

କେନ୍ୟୁଜ: କେନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ଆଜି ପହଞ୍ଚିଲା ସହଯୋଗ ର ହାତ। ଦେଶର ସର୍ବକନିଷ୍ଠ ସହିଦ ବାଜିରାଉତଙ୍କ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁ। ଏବେ ତାଙ୍କ ପରିବାର ଅତି ଦୁଃଖ କଷ୍ଟରେ ରହିଥିବା ଖବର କଳିଙ୍ଗ ଟିଭି ଓ କେ ନ୍ୟୁଜ୍ ପୋର୍ଟାଲ ରେ ତାଙ୍କର ୮୩ ତମ ଶ୍ରଦ୍ଧ ବାର୍ଷିକ ରେ ଗତ ୧୧ ତାରିଖରେ ପ୍ରସାରଣ ହେବା ପରେ ଆଜି ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବ୍ରଦର ହୁଡ୍ ଗୋବ୍ଲାଲ ଫାଉଣ୍ଡେସନ୍ ର ସଦସ୍ୟମାନେ ନୟାନିଳକଣ୍ଠପୁରରେ ପହଞ୍ଚି ପରିବାରକୁ ଭେଟିବା ସହ ୨ ମାସର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ଆଗକୁ ଆହୁରି ସହଯୋଗ ଯୋଗାଇ ଦେବାକୁ କହିଛନ୍ତି ସଂଘଠନ ମୁଖ୍ୟ ତଥା କିଟ୍ କଲେଜ ପୂର୍ବତନ ଛାତ୍ର ଇଂ ସତ୍ୟଜିତ୍ ସେନାପତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.